ବିହାର ଚେହେରାରୁ ଦେଶର ଚେହେରା ହେବେ ନୀତିଶ
ନୂଆଦିଲ୍ଲୀ: ବିହାରରେ ମହାଗଠବନ୍ଧନ ସରକାର ଗଠନ କରିବା ପରେ ନୀତିଶଙ୍କ ନଜରରେ ୨୦୨୪ନିର୍ବାଚନ ରହିଛି । ପାଟନା ରୁ ଦିଲ୍ଲୀ ଦଖଲ ପାଇଁ ଚାଲିଛି ପ୍ରସ୍ତୁତି । ନିତୀଶଙ୍କ ବିହାର ଚେହେରା କୁ ଏବେ ଦେଶର ଚେହେରାରେ ପରିଣତ କରିବା ପାଇଁ ଚାଲିଛି ଜୋରସୋର ଉଦ୍ୟମ ।
ବିହାର ରାଜନୀତି ପାଇଁ ଖୁବ…