Latest Odisha News
Browsing Tag

pm modis photo

ଟିକା ପ୍ରମାଣପତ୍ରରୁ ହଟିବନି ମୋଦୀଙ୍କ ଫଟୋ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋକୁ କରୋନା ଟିକା ପ୍ରମାଣପତ୍ରରୁ ହଟାଇବାକୁ ଏକ ଆବେଦନକୁ କେରଳ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏହା ସହିତ କୋର୍ଟର ସମୟ ନଷ୍ଟ କରିବା ପାଇଁ ଆବେଦନକାରୀଙ୍କ ଉପରେ କୋର୍ଟ ୧ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲାଗୁ କରିଛନ୍ତି। ଟିକାକରଣ…