ବରଯାତ୍ରୀରେ ନଚେଇଲେ ବିଷାକ୍ତ ନାଗ, କରଞ୍ଜିଆ ରେ ୫ ଜଣ ଗିରଫ
ଭୁବନେଶ୍ୱର: ବରଯାତ୍ରୀ ରେ ନାଗ ସାପ ଧରି ନାଚୁଥିଲେ । ଭିଡିଓ ଭାଇରାଲ ହେଲା । କରଞ୍ଜିଆ ବନ ବିଭାଗ ଆସି ପାଞ୍ଚ ଜଣଙ୍କୁ ଗିରଫ କରିଛି । ଏନେଇ ସ୍ନେକ୍ ହେଲପଲାଇନ ପ୍ରତିଷ୍ଠାତା ଶୁଭେନ୍ଦୁ ମଲ୍ଲିକ୍ ସୂଚନା ଦେଇଛନ୍ତି । ବୁଧବାର କରଞ୍ଜିଆ ସହରରେ ଏକ ବରଯାତ୍ରୀ ଶୋଭାଯାତ୍ରାରେ ଜଣେ ସାପୁଆ ଏକ…