ପୋଲିସ ପକ୍ଷରୁ ୬୩ତମ ପୋଲିସ ସହିଦ ଦିବସ ପାଳିତ
ସୁବର୍ଣ୍ଣପୁର : ପୋଲିସ ପକ୍ଷରୁ ୬୩ତମ ପୋଲିସ ସହିଦ ଦିବସ ପାଳିତ ହୋଇଯାଇଛି I ସ୍ଥାନୀୟ ରିଜର୍ଭ ପଡିଆଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୋଗଦେଇ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହିତ ସହିଦ ସ୍ତମ୍ବରେ ଶ୍ରଦ୍ଧାଞ୍ଜଳି…