ହଜାରରୁ ଅଧିକ ପୋଲିସ କର୍ମୀ କରୋନା ସଂକ୍ରମିତ
ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ପୁଣିଥରେ ଦିଲ୍ଲୀରେ ନିଜର ପ୍ରକୋପ ଦେଖାଇବା ଆରମ୍ଭ କରିଛି। ସଂସଦଠାରୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏବଂ ଡାକ୍ତରଙ୍କଠାରୁ ଆରମ୍ଭ କରି ପୋଲିସ ପର୍ଯ୍ୟନ୍ତ ସମସ୍ତେ ଏହି ଭୂତାଣୁରେ ସଂକ୍ରମିତ ହେଲେଣି।
ଦିଲ୍ଲୀ ପୋଲିସ ଦେଇଥିବା ସୂଚନା…