ଲାହୋର ହେଉଛି ଦୁନିଆର ସବୁଠାରୁ ପ୍ରଦୂଷିତ ସହର; ଦିଲ୍ଲୀ ଦ୍ୱିତୀୟ
ନୂଆଦିଲ୍ଲୀ: ବିଶ୍ୱର ପ୍ରଦୂଷିତ ସହର ତାଲିକାରେ ପାକିସ୍ତାନର ଲାହୋର ପ୍ରଥମ ସ୍ଥାନରେ ରହିଛି। ଭାରତର ରାଜଧାନୀ ନୂଆଦିଲ୍ଲୀ ହେଉଛି ବିଶ୍ୱର ଦ୍ୱିତୀୟ ପ୍ରଦୂଷିତ ସହର। ଆମେରିକାର ବାୟୁ ଗୁଣବତ୍ତା ସୂଚକାଙ୍କ ଦୁନିଆର ସବୁଠାରୁ ପ୍ରଦୂଷିତ ସହରଗୁଡିକର ଏକ ତାଲିକା ପ୍ରକାଶ କରିଛି।
ଏହି ତାଲିକା…