ଧର୍ମନିରପେକ୍ଷ ଶବ୍ଦ ହଟାଯାଉ, ବାଂଲାଦେଶରେ ୯୦% ଜନସଂଖ୍ୟା ମୁସଲିମ
ଢାକା: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡିବା ପରେ ବାଂଲାଦେଶରେ ପରିସ୍ଥିତି ବହୁତ ଜଟିଳ ହୋଇପଡିଛି। ଏବେ ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ସରକାରରେ ହିନ୍ଦୁମାନେ ଆଉ ସୁରକ୍ଷିତ ନୁହଁନ୍ତି।
ଏହି ସମୟରେ ବାଂଲାଦେଶର ଆଟର୍ଣ୍ଣି ଜେନେରାଲ ବର୍ତ୍ତମାନ ସମ୍ବିଧାନରେ ବଡ…