ଭିକ୍ଷାବୃତ୍ତି ପାଇଁ ବାଧ୍ୟ କରୁଛି ଦାରିଦ୍ରତା
ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ମହାମାରୀ ପରେ ଭିକ୍ଷୁକମାନଙ୍କୁ ଟିକାକରଣ ଏବଂ ପୁନଃ ଥଇଥାନ ପାଇଁ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଦିନ କେନ୍ଦ୍ର ତଥା ଦିଲ୍ଲୀ ସରକାରଙ୍କୁ ନୋଟିସ ଜାରି କରି କହିଛନ୍ତି ଯେ ଭିକ ମାଗିବା ଉପରେ କୋର୍ଟ କୌଣସି ଆଭିମୁଖ୍ୟ ଗ୍ରହଣ କରିବେ ନାହିଁ।…