Latest Odisha News
Browsing Tag

Prafulla Majhi Joined BJD

ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝୀ

ଭୁବନେଶ୍ୱର: ହାତ ସହ ସମ୍ପର୍କ ତୁଟିଲା । ଶଙ୍ଖ ଫୁଙ୍କିଲେ ପ୍ରଫୁଲ୍ଲ ମାଝୀ । ପୂର୍ବତନ କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝୀ ବିଜେଡିରେ ସାମିଲ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ତଲସରା ବିଧାନସଭାର ଆସନରୁ ତିନି ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ପ୍ରଫୁଲ୍ଲ ମାଝୀ । ନିକଟରେ ତାଙ୍କୁ…