ବାପା ରୋଷେୟା, ପୁଅ ପାଇଲେ ISS ଚାକିରି
ଢେଙ୍କାନାଳ: ଗରିବ ହୋଇଥିଲେ ବି ଉଚ୍ଚଶିକ୍ଷାରେ କୌଣସି ବାଧା ସୃଷ୍ଟି ହୋଇନଥିଲା । ବାପା ଜଣେ ରୋଷେୟା । କିନ୍ତୁ ପୁଅ ତାଙ୍କ ଟେକ ରଖିଛନ୍ତି । ରୋଷେୟାଙ୍କ ପୁଅ ସର୍ବଭାରତୀୟ ପରିସଂଖ୍ୟାନ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ସାଆନ୍ଦା ଅଞ୍ଚଳର ତଳବେରଣା ଗାଁର…