୨୦୨୨ରେ ବି-ଟାଉନ୍ ତାରକାଙ୍କ ଘରକୁ ଆସିଥିଲେ ନୂଆ ଅତିଥି
ନୂଆଦିଲ୍ଲୀ: ୨୦୨୨ ବଲିଉଡ୍ ପାଇଁ ଅନେକ ଅପସ୍ ଆଣ୍ଡ୍ ଡାଉନ୍ସ୍ ଆଣିଥିଲା । ହେଲେ ସେଲିବ୍ରିଟି ପର୍ସନାଲ ଲାଇଫ୍ ରେ ଅନେକ ଖୁସି ସାଉଁଟିଛନ୍ତି । ଅନେକ ତାରକା ନିଜ ଘରକୁ ନୂଆ ସଦସ୍ୟ ଆଣିଛନ୍ତି ଓ ଆଉ କେତେ ଜଣ ବାପା ମାଆ ହେବାର ଖୁସି ଅପେକ୍ଷାରେ ରହିଛନ୍ତି ।
ଷ୍ଟାର କପଲ୍ ପ୍ରିୟଙ୍କା…