କରୋନାରେ କଏଦୀଙ୍କ ମୃତ୍ୟୁ
ଭୁବନେଶ୍ୱର: ଝାରପଡା ସ୍ୱତନ୍ତ୍ର ଜେଲରେ ଥିବା ଜଣେ କଏଦୀ ରବିବାର ଦିନ କରୋନାରେ ପ୍ରାଣ ହରାଇଛନ୍ତି। କଟକସ୍ଥିତ ଏସସିବି ମେଡିକାଲରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଏ ନେଇ ଡିଆଇଜି (ଜେଲ୍) ସୁଭାକାନ୍ତ ମିଶ୍ର ସୂଚନା ଦେଇଛନ୍ତି। ମୃତ କଏଦୀ ତ୍ରିପତୀ ମହାନ୍ତି ମଧୁମେହ ଏବଂ…