Latest Odisha News

BREAKING NEWS

Browsing Tag

Probe

ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତର ତଦନ୍ତ ହେବ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଭି.କେ ପାଣ୍ଡିଆନଙ୍କୁ ନେଇ ଓଡିଶା ରାଜନୀତି ପୁଣି ଉଷ୍ମ ହେବାକୁ ଯାଉଛି । ପୂର୍ବତନ ସରକାରରେ 5T ଚେୟାରମ୍ୟାନ୍ ଥିବା ଭି.କେ ପାଣ୍ଡିଆନ ହେଲିକପ୍ଟରରେ ରାଜ୍ୟ ଭ୍ରମଣରେ କରିଥିବା ଖର୍ଚ୍ଚ ଉପରେ ତଦନ୍ତ ଆରମ୍ଭ ହେବ। ଏହି ସୂଚନା ଦେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା…

ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ଉପଜିଲ୍ଲାପାଳ ଦେଲେ ତଦନ୍ତ ନିର୍ଦ୍ଦେଶ

କାମାକ୍ଷାନଗର: ହିତାଧିକାରୀ ଜଣେ, କିନ୍ତୁ ଜିଓ ଟ୍ୟାଗିଂରେ ଫଟୋ ଲାଗିଛି ଆଉ ଜଣଙ୍କର । ଦସ୍ତାବିଜରେ ପ୍ରଧାନମନ୍ତ୍ରୀ ଆୱାସ ଯୋଜନାର ହିତାଧିକାରୀ ହେଉଛନ୍ତି ଅଜୟ କୁମାର ସାହୁ । କିନ୍ତୁ ଜିଓ ଟ୍ୟାଗିଂରେ ଦିଆ ଯାଇଥିବା ଫଟୋରେ ରହିଛି ଅନ୍ୟ ଜଣଙ୍କ ନାଁ । ଏଭଳି ଏକାଧିକ ଆୱାସ ଯୋଜନା…

ପଶ୍ଚିମବଙ୍ଗ ବେଆଇନ ଗୋରୁ ଚାଲାଣ ଉପରେ ଚଢ଼ାଉ କଲା ସିବିଆଇ

କୋଲକାତା: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବୁଧବାର ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଭାରତ-ବାଂଲାଦେଶ ସୀମାରେ ଚାଲୁଥିବା ଗୋରୁ ଚୋରା ଚାଲାଣକାରୀଙ୍କ ଚଢାଉ କରିଛି। ଆଜି ସକାଳେ କୋଲକାତା ଏବଂ ମୁର୍ସିଦାବାଦ ଜିଲ୍ଲାର ଏକାଧିକ ସ୍ଥାନରେ ଚଢାଉ କରାଯାଇଥିବା ସିବିଆଇର ଜଣେ ବରିଷ୍ଠ ଅଧିକାରୀ…