ପରପାରିରେ ପୂଣ୍ୟପ୍ରଭା ଦେବୀ
ଭୁବନେଶ୍ୱର : ଓଡ଼ିଆ ସାହିତ୍ୟ ଜଗତରେ ଏକ ଅପୂରଣୀୟ କ୍ଷତି ସହ ନୂଆ ବର୍ଷର ଆରମ୍ଭ ହୋଇଛି। ବିଶିଷ୍ଟ ସାହିତ୍ୟିକା ପୂଣ୍ୟପ୍ରଭା ଦେବୀଙ୍କର ପରଲୋକ ଘଟିଛି। ଦୀର୍ଘଦିନ ଧରି ସେ କ୍ୟାନ୍ସର ରୋଗରେ ପୀଡ଼ିତ ଥିଲେ। ଓଡ଼ିଆ ସାହିତ୍ୟର ଲେଖକ ତଥା ପାଠକଙ୍କ ମଧ୍ୟରେ ପୂଣ୍ୟପ୍ରଭା ମା' ଭାବରେ ସେ…