Latest Odisha News

BREAKING NEWS

Browsing Tag

puri

ରତ୍ନଭଣ୍ଡାର ଗଣତି ମଣତି ସମୀକ୍ଷା ବୈଠକ

ପୁରୀ: ପୁରୀରେ ଆଜି ଆଉ କିଛି ସମୟ ପେରେ ରତ୍ନଭଣ୍ଡାର ଗଣତି ମଣତି ସମୀକ୍ଷା ହେବ । ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ଏହା ପୂର୍ବରୁ ମନ୍ତ୍ରୀ ଶୁଭ ମନାସିଲେ । ଜଗନ୍ନଥଙ୍କୁ ଦର୍ଶନ କଲେ । ଗଣତି ମଣତି ସୁରୁଖୁରୁରେ ଶେଷ କରିବା ନେଇ ଆଶିର୍ବାଦ ଲୋଡ଼ିଲେ । ଶ୍ରୀମନ୍ଦିର ମୁଖ୍ୟ…

ଚଳିତ ଥର ୪ ଦିନ ପଡୁଛି ପଞ୍ଚୁକ

ଭୁବନେଶ୍ୱର: ନଭେମ୍ବର ୧୨ରୁ ଓଡିଶାରେ ଆରମ୍ଭ ହେବାକୁ ଥିବା ପଞ୍ଚୁକ ରୀତିନୀତି ଚଳିତ ବର୍ଷ ଚାରି ଦିନ ପାଳନ କରାଯିବ। ଚତୁର୍ଦ୍ଦଶୀ କ୍ଷୟ ରହୁଥିବାରୁ ମହାପ୍ରଭୁଙ୍କ ୪ଟି ବେଶର ଦର୍ଶନର ସୁଯୋଗ ମିଳିବ। ପଞ୍ଚୁକ ପୂର୍ବରୁ ପୁରୀ ସହରରେ ବ୍ୟାପକ ବ୍ୟବସ୍ଥା କରାଯାଉଛି। କାରଣ ଚଳିତ ଥର ପଞ୍ଚୁକ…

ପୁରୀ ସ୍ୱର୍ଗଦ୍ୱାରରେ ଏଣିକି ଗୋବର ଘଷିରେ ହେବ ଶବଦାହ

ଭୁବନେଶ୍ୱର: ଓଡିଶା ସରକାର ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ପାଇଁ ଜାଳେଣି କାଠ ବଦଳରେ ଗୋବର ଘଷି ବ୍ୟବହାର ଉପରେ ଚିନ୍ତା କରୁଛନ୍ତି ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମଙ୍ଗଳବାର ସୂଚନା ଦେଇଛନ୍ତି। ଶବଦାହ କରିବା ପାଇଁ ଗୋବର ଭିତ୍ତିକ ଜୈବ ଇନ୍ଧନ…

ପୁରୀରେ ହବିଷ୍ୟାଳୀ ମା’ଙ୍କୁ ଭେଟି ବ୍ରତ ସରଞ୍ଜାମ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀରେ କାର୍ତ୍ତିକ ବ୍ରତ କରିବାକୁ ଆସିଥିବା ହବିଷ୍ୟାଳୀ ମା’ ମାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ରତ ସରଞ୍ଜାମ ପ୍ରଦାନ କରିଛନ୍ତି। ଏଥିରେ ଶାଢୀ, ଚଦର, ଉତ୍ତରୀୟ, ରାଇ ଦାମୋଦର ବ୍ରତ ବହି, ଶୁଖିଲି ମହାପ୍ରସାଦ ଆଦି ରହିଛି। ପ୍ରାୟ ୩୦୦୦ ହବିଷ୍ୟାଳୀ ମା’ଙ୍କ…

ପୁରୀରୁ ୪୦୦ ଗ୍ରାମରୁ ଅଧିକ ବ୍ରାଉନସୁଗର ଜବତ 

ପୁରୀ: ପୁରୀ ବାସେଳୀ ସାହି ଥାନା ଅଞ୍ଚଳରୁ ୪୦୪ ଗ୍ରାମର ବ୍ରାଉନସୁଗର ଜବତ କରିଛି ପୁରୀ ପୋଲିସ। ସୂଚନା ଅନୁଯାୟୀ, ଶ୍ରୀ ସେତୁ ନିକଟରେ ବ୍ରାଉନସୁଗର ବିକ୍ରି କରାଯାଉଥିବା ଖବର ପାଇ ବାସେଳୀ ସାହି ଥାନା ପୋଲିସ ଚଢ଼ାଉ କରି ୩ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ମହିଳା…

ଅକ୍ଟୋବର ୧୮ରୁ ଏହି ସ୍ଥାନରେ ହେବ ଅଗ୍ନିପଥ ନିଯୁକ୍ତି ରାଲି

ପୁରୀ: ଅକ୍ଟୋବର ୧୮ରୁ ୨୬ ପର୍ଯ୍ୟନ୍ତ ପୁରୀରେ ଭାରତୀୟ ସୈନ୍ୟବାହିନୀ ପକ୍ଷରୁ ଅଗ୍ନିପଥ ଯୋଜନା ଅଧୀନରେ ନିଯୁକ୍ତି ରାଲି କରାଯିବ। ବିଜ୍ଞପ୍ତି ଅନୁଯାୟୀ, ଏହି ନିଯୁକ୍ତି ରାଲି ତାଳବଣିଆର ଜିଲ୍ଲା କ୍ରୀଡା କମ୍ପ୍ଲେକ୍ସ ଏବଂ ସହରର ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବ। ସାଧାରଣ ପ୍ରବେଶିକା…

ସୁଭଦ୍ରା ଯୋଜନାରେ ପୁରୀରେ ୪ ଲକ୍ଷ ୪୮ ହଜାର ଫର୍ମ ବଣ୍ଟନ

ପୁରୀ: ପୁରୀ ଜିଲ୍ଲାରେ ସୁଭଦ୍ରା ଯୋଜନାରେ ସେପ୍ଟେମ୍ବର ୫ ସୁଦ୍ଧା ୪,୪୮,୧୫୬ ସଂଖ୍ୟକ ଫର୍ମ ବଣ୍ଟନ କରାଯାଇଛି। ଏହି ଫର୍ମ ଗୁଡିକ ଅଙ୍ଗନବାଡି କର୍ମୀ ମାନେ ଘରକୁ ଘର ବୁଲି ଯୋଗ୍ୟ ଆବେଦନକାରୀ ଙ୍କୁ ପ୍ରଦାନ କରୁଥିବା ପ୍ରକାଶ କରିଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ। ସୁଭଦ୍ରା…

‘ଅର୍ପଣ ଚାଉଳ’ ବିବାଦ; ମହାପ୍ରଭୁଙ୍କ ଭୋଗରେ ଲାଗି ପାରିବନାହିଁ

ପୁରୀ: ୧୦ହଜାର ଉର୍ଦ୍ଧ୍ବ କୁଇଣ୍ଟାଲ୍ ଅର୍ପଣ ଚାଉଳରେ ପୋକ।ମହାପ୍ରଭୁଙ୍କ ଭୋଗ ଲାଗିବା ଯୋଗ୍ୟ ହୋଇନାହିଁ ଗଚ୍ଛିତ ଅର୍ପଣ ଚାଉଳ। ଏନେଇ ମୁଖ୍ୟ ପ୍ରଶାସକଙ୍କୁ ଭେଟି ତାକୁ ଆବଶ୍ୟକ କରୁଥିବା ଲୋକ ମାନଙ୍କୁ ବାଣ୍ଟି ଦେବା ପାଇଁ ଆଲୋଚନା କଲା ସୁଆର ମହାସୁଆର ନିଯୋଗ। ଗତ ପରିକ୍ରମା ପ୍ରକଳ୍ପ…

ମହଣ ମହଣ ସୁନାରେ ସଜେଇ ହୋଇଛନ୍ତି ମହାପ୍ରଭୁ

ପୁରୀ: ରଥ ଉପରେ ତିନି ଠାକୁର। ପାଦରୁ ମସ୍ତକ ମହଣ ମହଣ ସ୍ବର୍ଣ୍ଣ ଅଳଙ୍କାରରେ ଆଭୂଷିତ ହୋଇ ଅଗଣିତ ଭକ୍ତଙ୍କୁ ରଥ ଉପରୁ ଦେଇଛନ୍ତି ଦର୍ଶନ। ତିନିରଥରେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରମଣୀୟ ସୁନ‌ାବେଶ ଅନୁଷ୍ଠିତ ହୋଇଛି। ସିଂହଦ୍ବାର ସମ୍ମୁଖରେ…

କାଲିଠୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପୁରୀରେ ରହିବେ ୩ ମନ୍ତ୍ରୀ

ଭୁବନେଶ୍ୱର: କାଲିଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପୁରୀରେ ରହିବେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଏନେଇ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ରଥଯାତ୍ରାର ଅବଶିଷ୍ଟ ରୀତିନୀତି ଯେପରି…