କ୍ୱାଡ୍ ସମ୍ମିଳନୀରେ ଉଠିଲା ଭାରତ-ଚୀନ ପ୍ରସଙ୍ଗ
ନୂଆଦିଲ୍ଲୀ: ଶୁକ୍ରବାର ଭର୍ଚୁଆଲରେ କ୍ୱାଡ୍ ସମ୍ମିଳନୀ ବୈଠକ ହୋଇଥିଲେ । ଏଥିରେ ଏଲଏସରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା ପ୍ରସଙ୍ଗ ଉଠିଛି । ପ୍ରସଙ୍ଗରେ ସମସ୍ତ ଦେଶର ନେତା ଭାରତକୁ ସମର୍ଥନ କରିବା ସହ ସହାନୁଭୂତି ଜଣାଇଛନ୍ତି ।
୨୦୨୧ ଜୁନରେ ବ୍ରିଟେନରେ ଜି୭ ଶିଖର ବୈଠକ ବେଳେ କ୍ୱାଡ୍…