ରେଳ ବଜେଟରେ ଓଡ଼ିଶାକୁ ମିଳିଲା ୯୭୩୪କୋଟି, ରାଜ୍ୟର ଦାବି ଥିଲା ୭୬୦୦ କୋଟି
ନୂଆଦିଲ୍ଲୀ: ରେଳ ବଜେଟରେ ଏଥର ଓଡ଼ିଶାକୁ ରେକର୍ଡ ଅନୁଦାନ ମିଳିଛି । ଓଡ଼ିଶାରେ ରେଳ ପ୍ରକଳ୍ପ ପାଇଁ ମୋଟ୍ ୯ହଜାର ୭୩୪ କୋଟି ଟଙ୍କାର ଅନୁଦାନ ମଞ୍ଜୁର କରାଯାଇଛି । ରେଳବାଇ କ୍ଷେତ୍ରରେ ପୂର୍ବରୁ ଏତେ ପରିମାଣର ଅନୁଦାନ କେବେ ମିଳି ନଥିଲା । ଯାହାକି ରେକର୍ଡ ଅନୁଦାନ ବୋଲି କୁହାଯାଉଛି ।
ଗତ…