ମାଲେସିଆରେ ରଜ ମହୋତ୍ସବ, ରଙ୍ଗବତୀ ଗୀତର ତାଳେ ତାଳେ ଝୁମିଲେ ଦର୍ଶକ
ଭୁବନେଶ୍ୱର: ବିଦେଶ ମାଟିରେ ମହକିଛି ଓଡ଼ିଆ ପର୍ବ, ମହକିଛନ୍ତି ଓଡ଼ିଆ । ଓଡ଼ିଶାର ଗଣପର୍ବ ରଜ ମହୋତ୍ସବ ବିଦେଶରେ ପାଳିତ ହୋଇଛି । ମାଲେସିଆର କୁଆଲାଲମ୍ପୁରରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଗତ ଜୁନ୍ ୧୮ ତାରିଖ ଦିନ ଧୁମଧାମରେ ପାଳନ କରିଛନ୍ତି ରଜ ।
ମାଲେସିଆ ଓଡ଼ିଆ କମ୍ୟୁନିଟି ପକ୍ଷରୁ…