ପାଇଲଟଙ୍କର ଦରକାର ମୁଖ୍ୟମନ୍ତ୍ରୀ ପଦ !
ଭୁବନେଶ୍ୱର: କଣ ଚାହୁଁଛନ୍ତି ରାଜସ୍ଥାନ କଂଗ୍ରେସ ନେତା ସଚିନ ପାଇଲଟ। ଗେହଲଟ ସରକାରକୁ ବାରମ୍ବାର ଘେରୁଥିବା ପାଇଲଟ ଏବେ ଦୁର୍ନୀତି ପ୍ରସଙ୍ଗକୁ ନେଇ ସରକାରକୁ କାଠଗଡାକୁ ଟାଣିଛନ୍ତି। ତେଣୁ ରାଜସ୍ଥାନରେ କଂଗ୍ରେସର ଗତି କୁଆଡେ ବୋଲି ପ୍ରଶ୍ନ ଉଠିଛି।
ଆଗକୁ ନିର୍ବାଚନ ଥିବାବେଳେ ଗେହଲଟ…