ଖରସ୍ରୋତା ମେଗା ପ୍ରକଳ୍ପକୁ ବିରୋଧ, ଅଶାନ୍ତ ହେଉଛି ରାଜକନିକା
କେନ୍ଦ୍ରାପଡ଼ା : ଅଶାନ୍ତ ହେଉଛି କେନ୍ଦ୍ରାପଡ଼ା ରାଜକନିକା । ଖରସ୍ରୋତାରେ ନିର୍ମାଣାଧୀନ ମେଗା ଓ୍ବାଟର ପ୍ରୋଜେକ୍ଟ କାମକୁ ନେଇ ତେଜିବାରେ ଲାଗିଛି ଅଶାନ୍ତି । ଖରସ୍ରୋତାରୁ ଭଦ୍ରକକୁ ପାଣି ଦେବାକୁ ବିରୋଧ ଏବେ ଉଗ୍ରରୂପ ନେଇଛି । ବରୁଣାଡିହାରେ ଖରସ୍ରୋତା ସଂଗ୍ରାମ ସମିତିର କର୍ମକର୍ତ୍ତା…