ସୁପରଷ୍ଟାର ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର; ଖୁବ୍ ଶୀଘ୍ର ହୋଇପାରନ୍ତି ହସ୍ପିଟାଲ୍ରୁ ଡିସ୍ଚାର୍ଜ
ନୂଆଦିଲ୍ଲୀ: ଗତକାଲି ୭୦ ବର୍ଷୀୟ ରଜନୀକାନ୍ତ ସୁପରଷ୍ଟାର ରଜନୀକାନ୍ତଙ୍କ ରକ୍ତଚାପରେ ପରିବର୍ତ୍ତନ ହେତୁ ହାଇଦ୍ରାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ସଦ୍ୟତମ ଖବର ଅନୁଯାୟୀ ସେ ରାତିସାରା ଡାକ୍ତରଖାନାରେ ରହିଥିଲେ। ଏହା ବ୍ୟତୀତ ଡାକ୍ତରମାନେ ରଜନୀକାନ୍ତଙ୍କ ଉପରେ ନଜର ରଖିଥିଲେ…