ବଦଳିଲା ରାଜପଥର ନାମ, ଏବେ କର୍ତ୍ତବ୍ୟପଥ ନାମରେ ହେବ ପରିଚିତ
ନୂଆଦିଲ୍ଲୀ : ଭାରତର ସରକାର ଦିଲ୍ଲୀର ରାଜପଥର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ନେତାଜୀ ପ୍ରତିମୂର୍ତ୍ତିରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ମାର୍ଗକୁ - କର୍ତ୍ତବ୍ୟପଥ ନାମରେ ନାମିତ କରାଯାଇଛି । କେନ୍ଦ୍ର ବୈଦେଶିକ ବ୍ୟାପାର ଓ ସଂସ୍କୃତି ମନ୍ତ୍ରୀ ମୀନାକ୍ଷୀ ଲେଖି ଆଜି…