ରାଜଧାନୀରେ ହେବ ରାପିଡ ଆଣ୍ଟିବଡି ଟେଷ୍ଟ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ଲୋକାଲ୍ କେସ୍ ଅଧିକ ବାହାରୁ ଥିବାରୁ ବିଏମ୍ସି ପକ୍ଷରୁ ଏହାର ମୁକାବିଲା କରିବା ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଚଳିତ ସପ୍ତାହରୁ ଭୁବନେଶ୍ବରରେ ରାପିଡ୍…