[ଦେଖନ୍ତୁ ଭିଡିଓ] ରସଗୋଲା ଦିବସ : ମିଠା ଭିତରେ ଶ୍ରେଷ୍ଠ ରସଗୋଲା ଶ୍ରୀଜଗନ୍ନାଥ ସଂସ୍କୃତି ସହିତ
ଭୁବନେଶ୍ୱର: ଓଡ଼ିଆଙ୍କ ଇମୋସନା ପ୍ରତି ଓଡ଼ିଆ ଘରେ ପୂଜା ପର୍ବାଣୀ ହେଉ କି କୌଣସି ମହୋତ୍ସବ। ସବୁଥିରେ ତାକୁ ହିଁ ଖୋଜା ପଡିଥାଏ। ଛୋଟରୁ ବଡ଼ ସମସ୍ତଙ୍କର ଅତିପ୍ରିୟ। ଖାଲି ସେତିକି ନୁହେଁ ପୌରାଣିକ ପରମ୍ପରା ସହିତ ମଧ୍ୟ ଏହା ଜଡ଼ିତ। ଖାସ୍ କରି ମାଆ ମହାଲକ୍ଷ୍ମୀଙ୍କୁ ମନାଇବାକୁ ବି ପ୍ରଭୁ…