ଜାଣନ୍ତୁ, କେମିତି କଟିବ ଆଜିର ଦିନ
ରାଶିଫଳ
ତା ୧୧-୯-୨୦୨୦ ଶୁକ୍ରବାର
ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର
ଆଜି ଦିନର ମହତ୍ତ୍ୱ.
ଆଜି ହେଉଛି ୨୦୨୦ ମସିହା ସେପ୍ଟେମ୍ବର ତା ୧୧ ରିଖ ଶୁକ୍ରବାର ସିଂହ ୨୭ ଦିନ ଆଶ୍ବିନ ମାସ କୃଷ୍ଣ ପକ୍ଷ ନବମୀ ତିଥି ମୃଗଶିରା ନକ୍ଷତ୍ର ମିଥୁନ ଚନ୍ଦ୍ର
ଘାତ ବାର-: ବିଛା ଧନୁ ଓ ମୀନ ରାଶିର…