ଆସୁଛି “ଆନିମଲ୍”, ଏକାଠି ଦେଖାଦେବେ ରଶ୍ମିକା ଓ ରଣବୀର କାପୁର
ମୁମ୍ବାଇ: ବଲିଉଡରେ ପୁଣି ଏକ ନୂଆ ପ୍ରୋଜେକ୍ଟ ନେଇ ଆସୁଛନ୍ତି ଅର୍ଜୁନ୍ ରେଡ୍ଡୀ ଫେମ୍ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗା । ଏଥର ତାଙ୍କ ଫିଲ୍ମରେ ରଣବୀର କାପୁର, ଅନୀଲ କାପୁର ଓ ବବି ଦିଓଲ ମଧ୍ୟ ନଜର ଆସିବେ । ଫିଲ୍ମର ଟାଇଟଲ ଆନିମଲ୍ ରହିଥିବାବେଳେ ଷ୍ଟାରକାଷ୍ଟ ଲିଷ୍ଟରେ ଜଣେ ଚର୍ଚ୍ଚିତା…