Latest Odisha News
Browsing Tag

Ratha Anukula

ରଥଯାତ୍ରା ପ୍ରସ୍ତୁତି: ନୟାଗଡ଼ ବନଖଣ୍ଡରୁ ପୁରୀ ଆସିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ: ଚଳିତବର୍ଷ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ । ନୟାଗଡ ବନଖଣ୍ଡରୁ ଗୋଟିଏ ରଥକାଠ ବୋଝେଇ ଟ୍ରକ ଆଜି ପୁରୀରେ ପହଞ୍ଚିଛି । ଏଥିରେ ମୋଟ୍ ୧୩ଟି ଫାସୀ କାଠ ରହିଛି । ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ହୋଇଥାଏ । ପୂର୍ବ ବର୍ଷର ୬୯ ଖଣ୍ଡ କାଠ ବଳକା…

ରଥ ଅନୁକୂଳ ପାଇଁ ମିଳିଲା ଅନୁମତି ପତ୍ର

ପୁରୀ: ରଥଯାତ୍ରା ହେବା ନେଇ ବାଟ ଫିଟୁଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ନୂଆ ସଙ୍କେତ ମିଳିଛି । ରଥ ଅନୁକୂଳ ପାଇଁ ଆଜି ପୁରୋହିତଙ୍କୁ ଅନୁମତି ପତ୍ର ଲେଖିଛି ଶ୍ରୀମନ୍ଦିର ପ୍ରଶାସନ । ରଥ ପ୍ରତିଷ୍ଠା ପାଇଁ ପ୍ରସ୍ତୁତ ରହିବାକୁ ପତ୍ରରେ ଦର୍ଶାଯାଇଛି । ପ୍ରତିବର୍ଷ ଶ୍ରୀମନ୍ଦିର…