ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା
ଝାରସୁଗୁଡ଼ା: ଭାରତର ସର୍ବବୃହତ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍, ସ୍ୱତନ୍ତ୍ର ରୂପରେ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଝାରସୁଗୁଡାର ଟାଉନ୍ସିପରେ ଏକ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା କରିଛି । ଏହି ସୁବିଧା ବିଭିନ୍ନ ଭିନ୍ନକ୍ଷମ ପିଲାମାନଙ୍କୁ ବିସ୍ତୃତ ଯତ୍ନ, ଥେରାପି ଏବଂ…