Latest Odisha News

BREAKING NEWS

Browsing Tag

Republic tv

ଅର୍ଣ୍ଣବ ଗୋସ୍ୱାମୀ ମାମଲା: ବିରକ୍ତି ହେଲେ ସୁପ୍ରିମକୋର୍ଟ, ମହାରାଷ୍ଟ୍ର ସରକାରଙ୍କୁ ଦେଲେ ଚେତାବନୀ

ନୂଆଦିଲ୍ଲୀ: ରିପବ୍ଲିକ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଅନ୍ତରୀଣ ଜାମିନ ଆବେଦନ ଶୁଣାଣିବେଳେ ସୁପ୍ରିମକୋର୍ଟ କଡା ମନ୍ତବ୍ୟ ଦେଇଛନ୍ତି । ଯଦି ରାଜ୍ୟ ସରକାର ବ୍ୟକ୍ତିବିଶେଷଙ୍କୁ ଟାର୍ଗେଟ କରିବେ, ତାହେଲେ ସେମାନେ ଜାଣିବା ଦରକାର ଯେ ପ୍ରତ୍ୟେକ ନାଗରିକଙ୍କ ସ୍ୱାଧୀନତା ରକ୍ଷା କରିବା…

ରିପବ୍ଲିକ ଟିଭିର ଆଉ ଜଣେ ଅଧିକାରୀ ଗିରଫ

ମୁମ୍ବାଇ: ଗିରଫ ହେଲେ ରିପବ୍ଲିକ ଟିଭିର ଆଉ ଜଣେ ବଡ ଅଧିକାରୀ । ଟିଆର୍‌ପି ସ୍କାମ ମାମଲାରେ ଆଜି ସକାଳେ ଆଉ ଜଣେ ଅଧିକାରୀଙ୍କୁ ମୁମ୍ବାଇ ପୋଲିସ ଉଠାଇ ନେଇଛି । ରିପବ୍ଲିକ୍ ଟିଭିର ଭାଇସ ପ୍ରେସିଡେଣ୍ଟ ଘନଶ୍ୟାମ ସିଂଙ୍କୁ ପୁଲିସ୍ ଗିରଫ କରି ତାଙ୍କୁ କୋର୍ଟରେ ହାଜର କରିଛି। ତେବେ…

ଚ୍ୟାନେଲ ଦେଖିବା ପାଇଁ ଲୋକଙ୍କୁ ଟଙ୍କା ଦେଉଥିଲା ରିପବ୍ଲିକ୍ ଟିଭି: ସାକ୍ଷୀ

ମୁମ୍ବାଇ: ଦିନକୁ ଦିନ ନୂଆ ମୋଡ଼ ନେଉଛି ରିପବ୍ଲିକ୍ ଟିଭିର ଟିଆରପି ସ୍କାମ ଘଟଣା । ମାଜିଷ୍ଟ୍ରେଟଙ୍କ ନିକଟରେ ଉପସ୍ଥାପିତ ହୋଇଥିବା ଚାରିଜଣ ସାକ୍ଷୀଙ୍କ ମଧ୍ୟରୁ ତିନିଜଣ ରଖିଛନ୍ତି ବିସ୍ଫୋରକ ବୟାନ। ସେମାନେ କହିଛନ୍ତି ଯେ ରିପବ୍ଲିକ୍ ଚ୍ୟାନେଲକୁ ଏକ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଦେଖିବା…

TRP ସ୍କାମ: ରିପବ୍ଳିକ ଟିଭିର ଆବେଦନ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଟିଆର୍‌ପି ଦୁର୍ନୀତିରେ ମୁମ୍ବାଇ ପୁଲିସ୍‌କୁ ଚ୍ୟାଲେଞ୍ଜ୍‌ କରି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ରିପବ୍ଲିକ୍‌ ଟିଭି ଓ ତା’ର ସଂପାଦକ ଅର୍ଣ୍ଣବ ଗୌସ୍ୱାମୀ କରିଥିବା ଆବେଦନର ଶୁଣାଣି କରିବାକୁ ମନା କରି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ପ୍ରଥମେ ବମ୍ବେ ହାଇକୋର୍ଟରେ…