ଓମିକ୍ରନ୍ ଭୟ; ୧୫ ଯାଏ ଲାଗୁ ହେଲା କଡା ନିୟମ
ମୁମ୍ବାଇ: ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ମୁମ୍ବାଇରେ ପ୍ରତିବନ୍ଧକକୁ ଜାନୁୟାରୀ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପ୍ରଶାସନ ଦ୍ବାରା ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶ ଅନୁଯାୟୀ, ବର୍ତ୍ତମାନ ସର୍ବସାଧାରଣ ସ୍ଥାନକୁ ଯିବା ଉପରେ ପ୍ରତିବନ୍ଧକ ବଳବତ୍ତର ରହିବ।
ପ୍ରଶାସନ…