ଏକ ଭଲ ରିଜ୍ୟୁମ୍ ତିଆରି ପାଇଁ ଏହି ସବୁ ପ୍ରତି ଧ୍ୟାନ ଦିଅନ୍ତୁ..
ଭୁବନେଶ୍ବର: କୌଣସି ଚାକିରୀ ପାଇଁ ଆବେଦନ କଲାବେଳେ ରିଜ୍ୟୁମ୍ ଆମକୁ ଉପସ୍ଥାନ କରେ । ରିଜ୍ୟୁମ୍ ଆଧାରରେ ହିଁ ଇଣ୍ଟର୍ଭ୍ୟୁ ପାଇଁ କଲ୍ ଆସିଥାଏ । ସେଥିପାଇଁ ରିଜ୍ୟୁମ୍ ତିଆରି କଲାବେଳେ ବିଶେଷ ଧ୍ୟାନ ଦେବା ଦରକାର ।
ଆସନ୍ତୁ ଜାଣିବା ସେ ସଂପର୍କରେ କିଛି ଟିପ୍ସ୍:-
-ପ୍ରଥମତଃ…