କାଲିଠୁ ତିନି ଦିନ ବନ୍ଦ ରହିବ ଆରଜିଏଚ୍ ଓପିଡି
ରାଉରକେଲା: ସହରରେ ଥିବା ସରକାରୀ ହସ୍ପିଟାଲରେ ଲାଗିଲା କଟକଣା । ଆସନ୍ତାକାଲିଠୁ ତିନି ଦିନ ପାଇଁ ବନ୍ଦ ରହିବ ଓପିଡି । ଆସନ୍ତା ୧୫ ତାରିଖ ଯାଏ ବନ୍ଦ ରହିବ । ଏହି ସୂଚନା ଦେଇଛନ୍ତି ଆରଜିଏଚ୍ ନିର୍ଦ୍ଦେଶକ ।
କେବଳ ଗୁରୁତର ରୋଗୀଙ୍କୁ ଓପିଡି ଆସିବାକୁ ଅନୁମତି ମିଳିବ । ଅନ୍ୟମାନେ…