‘ଟାଇମ୍ସ ମୋଷ୍ଟ ଡିଜାୟାର୍ଏବଲ୍ ଓମେନ୍’ ତାଲିକାରେ ଶୀର୍ଷରେ ରହିଛନ୍ତି ଅଭିନେତ୍ରୀ ରିୟା…
ନୂଆଦିଲ୍ଲୀ: ଟାଇମ୍ସ ପତ୍ରିକାର ମୋଷ୍ଟ ଡିଜାୟାର୍ଏବଲ୍ ଓମେନ୍ ୨୦୨୦ ତାଲିକାରେ ଶୀର୍ଷରେ ରହିଛନ୍ତି ବଲିଉଡ୍ର ୨୮ ବର୍ଷିୟା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ।
ମିସ୍ ୟୁନିଭର୍ସ ୨୦୨୦ର, ତୃତୀୟ ରନର୍ ଅପ୍ ଆଡଲାଇନ୍ କାଷ୍ଟେଲିନୋ ଏହି ତାଲିକାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।…