Latest Odisha News

BREAKING NEWS

Browsing Tag

RMRC

ଦ୍ୱିତୀୟ ଡୋଜ୍ ଟିକା ନେବା ପରେ ଡାକ୍ତର କୋଭିଡ୍ ସଂକ୍ରମଣ ମାମଲା, ନେଗେଟିଭ୍ ଆସିଲା ମୂଳ ନମୁନା

ଭୁବନେଶ୍ୱର: ଦ୍ୱିତୀୟ ଡୋଜ୍ କୋଭିଡ୍ ଟିକା ନେବା ପରେ ଡାକ୍ତର କେମିତି ହେଲେ କରୋନା ସଂକ୍ରମିତ ? ଏହାକୁ ନେଇ ଖାଲି ରାଉରକେଲା କାହିଁକି ରାଜ୍ୟବାସୀଙ୍କ ଚିନ୍ତା ବଢ଼ି ଯାଇଥିଲା । କରୋନା ଟିକାର ଫଳପ୍ରଦତା ନେଇ ପ୍ରଶ୍ନ ବି ଉଠିଥିଲା । ଆଇଜିଏଚରେ ପରୀକ୍ଷା ପରେ କୋଭିଡ୍ ପଜିଟିଭ୍ ବାହାରିଥିବା…

କଟକରେ ୪୬.୩୯ % ଲୋକଙ୍କ ଦେହରେ ଆଣ୍ଟିବଡି

କଟକ: ଧୀରେ ଧୀରେ ରାଜ୍ୟରେ କମୁଛି କରୋନା । ଏଥିସହ ସୁସ୍ଥ ହାର ମଧ୍ୟ ବଢ଼ିଚାଲିଛି । ଏଥିସହ ଲୋକଙ୍କ ଦେହରେ ବିକଶିତ ହେଉଛି ଆଂଟିବଡି । କଟକ ସହରରେ ୪୬.୩୯ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ବିକଶତି ହୋଇଛି। ଆର୍‌ଏମ୍‌ଆର୍‌ସି ପକ୍ଷରୁ କରାଯାଇଥିବା ସେରୋ ସର୍ଭେ ରିପୋର୍ଟରୁ ଏଭଳି ତଥ୍ୟ…

କଟକରେ ଆଜିଠୁ ସେରୋ ସର୍ଭେ, ୨୫ ଓ୍ୱାର୍ଡରୁ ନମୁନା ସଂଗ୍ରହ

କଟକ: ଆଜିଠୁ କଟକ ସହରରେ ଆରମ୍ଭ ହେଉଛି ସେରୋ ସର୍ଭେ । କଟକ ମହାନଗର ନିଗମର ୨୫ଟି ୱାର୍ଡରେ ଏହି ସର୍ଭେ ଆସନ୍ତା ୫ ତାରିଖ ଯାଏ ଚାଲିବ । ଲୋକଙ୍କଠାରୁ ସଂଗ୍ରହ କରାଯିବ ରକ୍ତ ନମୁନା । ପ୍ରତି ୱାର୍ଡରୁ ୬୦ ଜଣ ଲେଖାଏଁ ଲୋକଙ୍କୁ ଚିହ୍ନଟ କରାଯିବ । ନାବାଳକ ଓ ଗର୍ଭବତୀଙ୍କୁ ଏଥିରେ ସାମିଲ…

ନଭେମ୍ବର ୨ ତାରିଖରୁ କଟକ ସହରରେ ସେରୋ ସର୍ଭେ

କଟକ: ଆସନ୍ତା ନଭେମ୍ବର ୨ ତାରିଖରୁ କଟକ ସହରରେ ଆରମ୍ଭ ହେବ ସେରୋଲୋଜିକାଲ୍ ସର୍ଭେ । କଟକ ମହାନଗର ନିଗମ ଓ ଆରଏମଆରସି ପକ୍ଷରୁ ମିଳିତ ସର୍ଭେ କରାଯିବ । ୨୫ଟି ଓ୍ୱାର୍ଡରେ ନଭେମ୍ୱର ୫ ତାରିଖ ଯାଏ ଏହି ଅଭିଯାନ ଚାଲିବ । ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ ୨୫ଟି ଓ୍ୱାର୍ଡରେ ସକାଳ ୮ଟାରୁ ସନ୍ଧ୍ୟା…

ଗଞ୍ଜାମରେ ହାରୁଛି କରୋନା, ୩ ସପ୍ତାହ ତଳେ ସ୍ଥିତି ଯାହା ଥିଲା ଏବେ ନାହିଁ

ଭୁବନେଶ୍ୱର: ରାଜ୍ୟରେ ଉପର ମୁହାଁ ରହିଛି କରୋନା । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି । ତେବେ ପୂର୍ବରୁ ସବୁଠୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ଗଂଜାମ ଜିଲ୍ଲାରେ ସ୍ଥିତି ସୁଧୁରିଛି । ଏଠାରେ ସ୍ଥିତି ବଦଳିଛି । ଏଠି ହାରୁଛି କରୋନା । ୩ ସପ୍ତାହ ତଳେ ସ୍ଥିତି ଯାହା ଥିଲା ଏବେ…

କାଶରୁ ଜଣାପଡିବ କରୋନା ପଜିଟିଭ: ଆରଏମଆରସି

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ କାଶର ଶବ୍ଦକୁ ନେଇ ଗବେଷଣା ଚାଲିଛି । ସାଧାରଣ କାଶ ଓ କରୋନା କାଶ ମଧ୍ୟରେ କଣ ଫରକ ରହୁଛି ସେନେଇ ଗବେଷଣା କରାଯାଉଛି । ନିପି ଓ ଆରଏମଆରସି ସହଭାଗିତାରେ ଗବେଷଣା କରାଯାଉଥିବା ଆରଏମଆରସି ନିର୍ଦ୍ଦେଶିକ ସଂଘମିତ୍ରା ପତି ସୂଚନା ଦେଇଛନ୍ତି । ସେ କହିଛନ୍ତି, ନିପି…

ଭୁବନେଶ୍ୱରରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେଲାନ୍ସ: ଆରଏମଆରସି

ଭୁବନେଶ୍ୱର: ରାଜ୍ୟ ସରକାର ଓ ଆଇଏମଆରସି ମିଳିତ ଭାବରେ ସେରୋ ସର୍ଭେଲାନ୍ସ କରୁଛି । ପ୍ରଥମ ପର୍ଯ୍ୟାୟରେ ୫ଟି ଜାଗାରେ ଏହା କରାଯାଉଛି । ପୁରୀରେ ଶେଷ ହୋଇଛି । ସରକାରଙ୍କୁ ରିପୋର୍ଟ ବି ଦିଆସରିଛି । ଭୁବନେଶ୍ୱରରେ ଏହା ଦ୍ୱିତୀୟ ପର୍ଯ୍ୟାୟରେ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ କମ୍ୟୁନିଟି…