Latest Odisha News

BREAKING NEWS

Browsing Tag

Rohini court shootout

ଆକ୍ସନ ମୋଡରେ ଦିଲ୍ଲୀ ପୋଲିସ; ଦିଲ୍ଲୀ ରୋହିଣୀ କୋର୍ଟ ଗୁଳିକାଣ୍ଡ ମାମଲାରେ ୨ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣୀ କୋର୍ଟରେ ଗୁଳି ବିନିମୟ ମାମଲାରେ ପୋଲିସ ଶନିବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଗୁଳି ବିନିମୟରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଜିତେନ୍ଦର ଗୋଗିଙ୍କ ସମେତ ଦୁଇ ଆକ୍ରମଣକାରୀଙ୍କ ମଧ୍ୟ ନିହତ ହୋଇଛନ୍ତି। ଅଭିଯୁକ୍ତମାନେ ଉମାଙ୍ଗ ଏବଂ ବିନୟ ବୋଲି ଜଣାପଡିଛି।…