Latest Odisha News
Browsing Tag

Rourkela ranks among the top 50 cities in the world

ବ୍ଲୁମ ବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ, ବିଶ୍ବର ଶ୍ରେଷ୍ଠ ୫୦ ସହର ଭିତରେ ସ୍ଥାନ ପାଇଲା ରାଉରକେଲା

ରାଉରକେଲା : ବ୍ଲୁମ ବର୍ଗ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ ୨୦୨୧ର ଶ୍ରେଷ୍ଠ ୫୦ ସହର ମଧ୍ୟରେ ସ୍ଥାନ ପାଇଲା ରାଉରକେଲା । ୯୯ଟି ଦେଶର ୬୩୪ ସହର ମଧ୍ୟରୁ ଭାରତର ଦୁଇଟି ସହର ପୁଣେ ଓ ରାଉରକେଲା ସାମିଲ ହୋଇଥିଲେ । ଆଉ ଶ୍ରେଷ୍ଠ ୫୦ ସହର ମଧ୍ୟରେ ରାଉରକେଲା ସ୍ଥାନ ପାଇଛି । ଏନେଇ ସୂଚନା ଦେଇଛନ୍ତି…