ନବଜାତ ସନ୍ତାନକୁ ଦେଖିବାକୁ ଘରକୁ ଆସୁଥିଲେ ଯବାନ, ଅଧାବାଟରେ ଚାଲିଗଲା ଜୀବନ
ବ୍ରହ୍ମପୁର: ମାଁ ମଶାଣୀରେ ଜଳୁଛି ଜୁଇ । ଏ ଜୁଇର ଲେଲିହାନ ନିଆଁ ଖାଲି ଜଣେ ସହୀଦ ଯବାନଙ୍କ ଶରୀରକୁ ଜାଳି ଦେଉନି, ଏ ଜୁଇରେ ଜଳି ଯାଉଛି ବୃଦ୍ଧ ମା’ର ମମତା, କୁନି ପୁଅଟିର ଆଶା ଓ ଭରସା, ଜଳି ଯାଉଛି ପ୍ରାଣ ଦେଇ ଭଲ ପାଉଥିବା ପତ୍ନୀର ଆଶ୍ୱାସନା, ଅପେକ୍ଷା । ଛାତି ପିଟ କାନ୍ଦୁଛି ମା’..…