Latest Odisha News
Browsing Tag

Saimun summit

ସମଗ୍ର ପୃଥିବୀ ଗୋଟିଏ ପରିବାରର ବାର୍ତ୍ତା ପ୍ରଚାର କରିବ ‘ସାଇମୁନ୍ ସମ୍ମିଳନୀ’: ରାଜ୍ୟପାଳ

ଭୁବନେଶ୍ୱର: ସମଗ୍ର ପୃଥିବୀ ଗୋଟିଏ ପରିବାରର ବାର୍ତ୍ତା ପ୍ରଚାର କରିବ ସାଇମୁନ୍ ସମ୍ମଳନୀ। ଏକ ପୃଥିବୀ-ଏକ ପରିବାର-ଏକ ଭବିଷ୍ୟତ। ଭାରତୀୟ ଦର୍ଶନରେ ବସୁଧୈବ କୁଟୁମ୍ବକମ୍‌ର ବାର୍ତ୍ତା ସମଗ୍ର ବିଶ୍ୱକୁ ସଂଚରି ଯାଇଛି। ବିଶ୍ୱରେ ଶାନ୍ତି, ସୌହାର୍ଦ୍ଦ୍ୟ ପ୍ରତିଷ୍ଠା କରି ଏକ ସୁନ୍ଦର ପୃଥବୀ…