ସାମସଙ୍ଗ ଗାଲାକ୍ସି ଜେ ଫ୍ଲିପ୍ ୫ଜି ସ୍ମାର୍ଟଫୋନ୍ ଲଞ୍ଚ, ଆସନ୍ତୁ ଜାଣିବା ମୂଲ୍ୟ ଓ ଫିଚର୍ସ
ନୂଆଦିଲ୍ଲୀ : କୋରିଆ କମ୍ପାନୀ ସାମସଙ୍ଗ ଗାଲାକ୍ସି ଅନପ୍ୟାକ୍ ଇଭେଣ୍ଟରେ ଗାଲାକ୍ସି ଜେ ଫ୍ଲିପ୍ ୫ଜି ଉପସ୍ଥାପନ କରିବାକୁ ଥିଲା | କିନ୍ତୁ ବର୍ତ୍ତମାନ ଇଭେଣ୍ଟ ପୂର୍ବରୁ କମ୍ପାନୀ ଆନୁଷ୍ଠାନିକ ଭାବରେ ଏହି ସ୍ମାର୍ଟଫୋନ୍ ଲଞ୍ଚ କରିଛି। ଏହା ସହିତ ଗାଲାକ୍ସି ଜେ ଫ୍ଲିପ୍ ୫ଜି ର ମୂଲ୍ୟ ମଧ୍ୟ…