Latest Odisha News

BREAKING NEWS

Browsing Tag

sana khan

ବଲିଉଡ ଛାଡି ମୌଲାନାକୁ ବିବାହ କଲେ ଅଭିନେତ୍ରୀ ସନା ଖାନ !

ଗୁଜରାଟ: ଧାର୍ମିକ ରାସ୍ତା ଆପଣେଇବା ପାଇଁ କିଛିଦିନ ପୂର୍ବରୁ ବଲିଉଡ ଛାଡିଥିଲେ ଅଭିନେତ୍ରୀ ସନା ଖାନ । ଏପରିକି ନିଜ ପ୍ରେମିକ ବିରୋଧରେ ବି ଆଣିଥିଲେ ସଙ୍ଗୀନ ଅଭିଯୋଗ । ଶେଷରେ ଗୁଜରାଟର ସୁରଟରେ ଏହି ଅଭିନେତ୍ରୀ ଜଣେ ମୌଲାନାଙ୍କୁ ବିବାହ କରି ସମସ୍ତଙ୍କୁ ଚମକାଇଦେଇଛନ୍ତି । ଗତକାଲି…

ବଲିଉଡ୍ ଛାଡିବେ ଅଭିନେତ୍ରୀ ସାନା ଖାନ୍

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାନା ଖାନ୍‌ ଫିଲ୍ମ ଜଗତରୁ ଦୂରେଇ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ସାନା ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସେ ‘ଇସ୍‌ଲାମ୍‌’କୁ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିବାର କାରଣ କହିଛନ୍ତି। ସାନା କହିଛନ୍ତି ଯେ ସେ ଆଗକୁ ସେବା…