ପୁରୀରେ ସାଣ୍ଡ ଆର୍ଟ ପାର୍କର ଉଦଘାଟନ
ପୁରୀ : ଚାଲିଛି ପର୍ଯ୍ୟଟନ ଋତୁ । ପୁରୀ ବେଳାଭୂମିରେ ଲାଗି ରହୁଛି ପର୍ଯ୍ୟଟକଙ୍କ ଭିଡ଼ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ନିଆରା ପ୍ରୟାସ । ପୁରୀ ବେଳାଭୂମିର ସୂଚ୍ଛତାକୁ ବଜାୟ ରଖିବା ବାର୍ତ୍ତାଦେବା ପାଇଁ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ…