Latest Odisha News

BREAKING NEWS

Browsing Tag

Santosh Upadhyay

ଅଗ୍ନିଶମ ଡିଜି ହେଲେ ସନ୍ତୋଷ ଉପାଧ୍ୟାୟ

ଭୁବନେଶ୍ୱର: ଶୁକ୍ରବାର ରାଜ୍ୟ ପୋଲିସ୍ ବିଭାଗରେ ଆଇପିଏସ୍ ସ୍ତରରେ ବଡ ଧରଣର ବଦଳି ହୋଇଛି। ସେହି କ୍ରମରେ ଅଗ୍ନିଶମ ବିଭାଗ ଡିଜି ଭାବେ ନିଯୁକ୍ତ ହୋଇଛନ୍ତି ଆଇପିଏସ୍ ସନ୍ତୋଷ ଉପାଧ୍ୟାୟ। ୧୯୮୮ ବ୍ଯାଚ୍ ଆଇପିଏସ୍ ଅଫିସର ଏଡିଜି ସନ୍ତୋଷ ଗତ ବର୍ଷ ଡିଜି ପାହ୍ୟାକୁ ପଦୋନ୍ନତି ପାଇଥିଲେ।…