Latest Odisha News
Browsing Tag

School Bus

୨୦୦ମି.ଗଭୀର ଖାଇକୁ ଖସିଲା ବସ, ୬ ମୃତ

ଲେହ: ଲେହର ଦୁର୍ଗୁକ୍ ଅଞ୍ଚଳରେ ଗୁରୁବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୨୦୦ମିଟର ଗଭୀର ଖାଇକୁ ଖସିପଡ଼ିଥିଲା। ପ୍ରାରମ୍ଭିକ ସୂଚନାନୁସାରେ ଏହି ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ସମ୍ପର୍କରେ ସୂଚନା…

ବିହାରରେ ସ୍କୁଲ ବସକୁ ଜାଳିବାକୁ ଉଦ୍ୟମ କରୁଥିଲେ ବିକ୍ଷୋଭକାରୀ!

ଗୋପାଳଗଞ୍ଜ: ଗୋପାଳଗଞ୍ଜରେ ଭାରତ ବନ୍ଦ ସମୟରେ ଏକ ସ୍କୁଲ ବସକୁ ଘେରି ଯାଇଥିଲେ ବିକ୍ଷୋଭକାରୀ। ଏହି ସମୟ ମଧ୍ୟରେ ୨୦ରୁ ଅଧିକ ସ୍କୁଲ ପିଲା ବସରେ ଉପସ୍ଥିତ ଥିଲେ। ଏପରିକି ରାସ୍ତାରେ ନିଆଁ ଲଗାଇ ଯାନବାହାନ ଅଟକାଇ ଦେଇଥିଲେ। ଗୋପାଳଗଞ୍ଜ ଏସପି ସ୍ୱର୍ଣ୍ଣ ପ୍ରଭାତ କହିଛନ୍ତି ଯେ 'ପ୍ରତ୍ୟେକ…

ଗଛରେ ପିଟି ହେଲା ସ୍କୁଲ ବସ, ୧୫ ଛାତ୍ରଛାତ୍ରୀ ଆହତ

ନବରଙ୍ଗପୁର: ସକାଳୁ ସକାଳୁ ଅଘଟଣ  । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ମୋହରା ନିକଟରେ ଘଟିଛି  ଏହି ଦୁର୍ଘଟଣା । ୨ ଗୁରୁତରଙ୍କୁ କୋରାପୁଟ ଏବଂ ଭବାନୀପାଟଣାକୁ ସ୍ଥାନାନ୍ତର କରାଯାଇଛି।  ଦୁର୍ଘଟଣାରେ ଆହତ ସମସ୍ତ ଛାତ୍ରଛାତ୍ରୀ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟର । ସକାଳୁ…

ଆସନ୍ତା ୨୦ରୁ କଡ଼ାକଡ଼ି ଚେକିଂ ହେବ ସ୍କୁଲ ଯାନବାହନ

ଭୁବନେଶ୍ୱର: ଆସନ୍ତା ୨୦ରୁ କଡ଼ାକଡ଼ି ହେବ ସ୍କୁଲ ପିଲାଙ୍କୁ ପରିବହନ କରୁଥିବା ବସ୍ ଓ ଅନ୍ୟ ଯାନବାହାନ ଚେକିଂ। ୨୦ରୁ ୨୭ ତାରିଖ ଯାଏଁ ହେବାକୁ ଥିବା ଏହି ସ୍ପେଶାଲ ଡ୍ରାଇଭରେ ସବୁ ପ୍ରକାର ଗାଡ଼ିର ଫିଟେନସ୍, ପରମିଟ, ଇନସୁରାନ୍ସ, ପଲ୍ୟୁସନ ସାର୍ଟିଫିକେଟ ଆଦି ଯାଞ୍ଚ କରାଯିବ। ଗାଡ଼ିରେ…