ବେଳାଭୂମିରେ ଅବସରପ୍ରାପ୍ତ ସେନାଧିକାରୀଙ୍କ ସଫେଇ
ପୁରୀ : ବେଳାଭୂମିରେ ଚାଲିଛି ସଫେଇ କାର୍ଯ୍ୟ । ଏହି ସଫେଇ କାର୍ଯ୍ୟ କରୁଛନ୍ତି ଅବସରପ୍ରାପ୍ତ ସେନାଧିକାରୀ । ଜଣେ ସେନା ଜୀବନରେ କେବେ ଛୁଟି ନଥାଏ ଏକଥାକୁ ପ୍ରମାଣିତ କରି ଦେଖାଇଛନ୍ତି ଅବସରପ୍ରାପ୍ତ ସେନାଧିକାରୀ ମାନେ । ଜଣେ ସେନା ସମାଜ ସେବାକୁ ନିଜ ବ୍ରତ ଭାବି କର୍ତ୍ତବ୍ୟ ସମ୍ପାଦନ…