ମାସ୍କ ନ ପିନ୍ଧି ସେଲ୍ଫି ନେବା ଚିଲିନ୍ ରାଷ୍ଟ୍ରପତିଙ୍କୁ ପଡ଼ିଲା ମହଙ୍ଗା
ସାଣ୍ଟିଆଗୋ: ଚିଲିନ୍ ରାଷ୍ଟ୍ରପତି ସେବାଷ୍ଟିଆନ୍ ପିନେରା କରୋନା ମହାମାରୀ ସମୟରେ ମାସ୍କ ବିନା ସମୁଦ୍ର କୂଳରେ ସେଲଫି ନେବା ମହଙ୍ଗା ପଡିଛି। ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ନିୟମ ଭାଙ୍ଗିବା ପାଇଁ ରାଷ୍ଟ୍ରପତିଙ୍କୁ ୩୫୦୦ ଆମେରିକୀୟ ଡଲାର ଜୋରିମାନା ଦେବାକୁ ପଡିବ। ସର୍ବସାଧାରଣ…