Latest Odisha News
Browsing Tag

senior congress leader

ଦଳ ଛାଡିଲେ କେରଳର ବରିଷ୍ଠ କଂଗ୍ରେସ ନେତା ପିସି ଚାକୋ

ନୂଆଦିଲ୍ଲୀ: କେରଳରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛି। କେରଳରେ ବରିଷ୍ଠ କଂଗ୍ରେସ ନେତା ପିସି ଚାକୋ ଦଳ ଛାଡିଛନ୍ତି। ସୂଚନା ମୁତାବକ, ଚାକୋ ତାଙ୍କ ଇସ୍ତଫା ଦଳର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି। କଂଗ୍ରେସରୁ ଇସ୍ତଫା…