୨୦୧୧ ବିଶ୍ୱକପ୍କୁ ନେଇ ତିଆରି ହେବ ଫିଲ୍ମ ‘୮୩’ର ସିକ୍ୱେଲ୍!
ମୁମ୍ବାଇ: ଫିଲ୍ମ '୮୩'ରେ ଭାରତୀୟ କ୍ରିକେଟ୍ ଦଳ ଜିତିଥିବା ପ୍ରଥମ ବିଶ୍ୱକପ୍ ର କାହାଣୀ ବର୍ଣ୍ଣନା କରାଯାଇଛି। ଡିସେମ୍ବର ୨୪ରେ ଏହା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ରଣବୀର ସିଂ, ଦୀପିକା ପାଦୁକୋନଙ୍କ ଅଭିନୀତ ଏହି ଚଳଚ୍ଚିତ୍ରକୁ ଉଭୟଙ୍କ ପ୍ରଶଂସକମାନେ ଉତ୍କଣ୍ଡାର ସହ ଅପେକ୍ଷା…