Latest Odisha News
Browsing Tag

Shambhu border

କୃଷକ ଆନ୍ଦୋଳନରେ ସାମିଲ ହେଲେ ଭିନେଶ ଫୋଗଟ

ନୂଆଦିଲ୍ଲୀ: ହରିୟାଣା-ପଞ୍ଜାବ ନିକଟସ୍ଥ ଶମ୍ଭୁ ବର୍ଡରରେ କୃଷକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଶନିବାର ଦିନ ରେସଲର ଭିନେଶ ଫୋଗଟ ମଧ୍ୟ କୃଷକ ଆନ୍ଦୋଳନରେ ସାମିଲ ହୋଇଛନ୍ତି। କୃଷକଙ୍କ ଦାବିକୁ ଯଥାଶୀଘ୍ର ପୂରଣ କରାଯାଉ ବୋଲି ସେ ସରକାରଙ୍କ ନିକଟର ଦାବି କରିଛନ୍ତି। ଏହି ଅବସରରେ ସେ…

ଶମ୍ଭୁ ବର୍ଡର ଟ୍ରାକ୍ଟର ପାର୍କିଂ ପାଇଁ ନୁହେଁ; କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶମ୍ଭୁ ବର୍ଡରକୁ ଆଂଶିକ ଭାବେ ଖୋଲିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆମ୍ବୁଲାନ୍ସ, ବରିଷ୍ଠ ନାଗରିକ, ମହିଳା, ଛାତ୍ରଛାତ୍ରୀଙ୍କ ପାଇଁ ରାଜପଥ ଖୋଲିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜପଥର ଉଭୟ ପାର୍ଶ୍ୱରେ ଗୋଟିଏ ଗୋଟିଏ ଲେନ୍ ଖୋଲାଯାଉ ବୋଲି କୋର୍ଟ…

ଏକ ସପ୍ତାହ ଭିତରେ ଶମ୍ଭୁ ବର୍ଡର ଖୋଲିବାକୁ ନିର୍ଦେଶ

ନୂଆଦିଲ୍ଲୀ: ଏକ ସପ୍ତାହ ଭିତରେ ଶମ୍ଭୁ ବର୍ଡର ଖୋଲିବାକୁ ନିର୍ଦେଶ ଦେଇଛନ୍ତି ପଞ୍ଜାବ-ହରିୟାଣା ହାଇକୋର୍ଟ। କୋର୍ଟରେ ଦାଖଲ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏକ ସପ୍ତାହ ଭିତରେ ଶମ୍ଭୁ ବର୍ଡର ଖୋଲିବାକୁ କହିଛନ୍ତି କୋର୍ଟ। କୃଷକ ଆନ୍ଦୋଳନ ୫ ମାସ ଧରି ବନ୍ଦ ହୋଇଥିବା ବେଳେ…