ଆଫ୍ଗାନ ହାସ୍ୟ ଅଭିନେତାଙ୍କୁ ହତ୍ୟା; ତାଲିବାନକୁ ଦାୟୀ କଲା ପରିବାର
ନୂଆଦିଲ୍ଲୀ: ତାଲିବାନ ଓ ଆଫ୍ଗାନିସ୍ତାନରେ ମଧ୍ୟରେ ବିବାଦ ଚରମ ସ୍ତରରେ ପହଞ୍ଚିଛି। ଏହା ଭିତରେ ଆଫ୍ଗାନର ଜଣେ ହାସ୍ୟ ଅଭିନେତା ନାଜର ମହମ୍ମଦ ଆକା ଖଶା ଜୱାନଙ୍କୁ ତାଲିବାନ ହତ୍ୟା କରିଥିବା ସୂଚନା ମିଳିଛି। କିନ୍ତୁ ତାଲିବାନ ଏହି ଅଭିଯୋଗ ପ୍ରତ୍ୟାଖାନ କରିଛି। ହାସ୍ୟ ଅଭିନେତାଙ୍କ…