ସ୍ୱଳ୍ପ ଗଳ୍ପ : ରାଜାଙ୍କର ଜିଭ
ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୩୯
ଜଣେ ରାଜାଙ୍କର କେବଳ ଗୋଟିଏ ଦିନକୁ ନେଇ ଏଇ କାହାଣୀ।
ରାଜା ଜଣକ ଚୀନ ଦେଶର। ତାଙ୍କର ନାଆଁ ହେଉଛି ୱାଙ୍ଗ୍ ମାଙ୍ଗ୍ । ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀର ଆଦ୍ୟ ଚତୁର୍ଭାଗ ର କଥା ଇଏ।
ନିର୍ଦ୍ଦିଷ୍ଟ ଭାବରେ କହିଲେ ସେଦିନ…